
ନରସିଂହପୁର ସେବା ମହୀତ୍ସବ (NSM) ପ୍ରତେକ ଦିନ ପାଖରେ ଥିବା ଡାକ୍ତର ଖାନାରେ ପହଁଞ୍ଚି ବିଭିନ୍ନ ରୋଗୀ ମାନଙ୍କୁ ସେବା ଯୋଗାଇବା ସହ ସେମାନଙ୍କ ର ସମସ୍ତ ଦାଇତ୍ଵ ବହନ କରିଥାଏ ଓ ପ୍ରତେକ ଗୁରୁବାର ଦିନ ପାଖା ପାଖି ୫ ଟାରୁ ଅଧିକ ଡାକ୍ତର ଖାନାରେ ଥିବା ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବାଣ୍ଟି ଥାଏ ଓ ବିଭିନ୍ନ ଗ୍ରାମକୁ ଯାଇ ରୋଗ ଓ ତାର ନିରାକରଣ ପାଇଁ ସଚେତନ କରିବା ସହ ବିଭିନ୍ନ ଔଷଧ ସହ ORS ଓ ମଶାରି ବଣ୍ଟନ କରିଥାଏ |

