
ନରସିଂହପୁର ସେବା ମହୋତ୍ସବ ( NSM) ବିଭିନ୍ନ ସାମାଜିକ ସେବା ଭିତରେ ଦିବ୍ୟାଙ୍ଗ ମାନଙ୍କୁ ଅଗ୍ରାଧିକାର ଦେବା ସେମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଛି। ଏହି ପରିପେକ୍ଷୀରେ ରୁପାନ୍ତ ଜଙ୍ଗଲ ଅଧୁଷିତ ଆଦିମ ଅଧିବାସୀ ଅଞ୍ଚଳ ରେ ପହଁଞ୍ଚି ଭିନ୍ନ କ୍ଷମ ଲୋକଙ୍କୁ ଚିହ୍ନ ଟ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସରକାରଙ୍କ ଯୋଜନା ରୁ ବଞ୍ଚିତ ଥିବା ଲୋକ ମାନଙ୍କୁ ବିଭିନ୍ନ ପ୍ରକାର ର ଚଳଣି ପାଇଁ ବହୁ ଟ୍ରାଏ ସାଇକେଲ ଯୋଗାଇବା ସହ ନିଜେ ସ୍ୱାବଳମ୍ବି ପାଇଁ ଚା ଦୋକାନ ପରିବା ଦୋକାନ ପାଇଁ ଅର୍ଥ ରାଶୀ ଯୋଗାଈ ଦେଇଛି ଓ ଆଗାମୀ ଦିନ ମାନଙ୍କରେ ତାହାକୁ ବ୍ୟାପକ ରୂପରେ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି |

