ନରସିଂହପୁର ସେବା ମହୋତ୍ସବ (NSM) ତରଫରୁ  ସମାଜରେ ଚାଲୁଥିବା ସମସ୍ତ ବର୍ଗର ଲୋକ ଓ ପିଲା ମାନଙ୍କୁ ଶିକ୍ଷିତ କରିବାସହ ବିଭିନ୍ନ ଦୁର୍ଗମ ଅଞ୍ଚଳ ପିଲା ମାନଙ୍କୁ ପାଠ ପଢିବା ପାଇଁ  ସଚେତନ କରାଇବା ସହ ପିଲା ମାନଙ୍କୁ ବିଭିନ୍ନ ପ୍ରକାରର ବହି ଖାତା, କଲମ, ପେନସିଲ, ରବର ଇତ୍ୟାଦି ଯୋଗାଉଛି  ତାଛଡା ଦାରିଦ୍ରତା ସୀମାରେଖା ତଳେ ଥିବା ପିଲା ମାନଙ୍କୁ ବିଭିନ୍ନ ସରକାରୀ ଅନୁଷ୍ଠାନରେ ନାମଲେଖା ପାଇଁ ଅର୍ଥ ରାଶୀ ଯୋଗାଈ ଦେଉଛି ଓ ବିଭିନ୍ନ ଜାଗାରେ  ପିଲା ମାନଙ୍କୁ  ମାଗଣାରେ  ପାଠ ପଢା ଯାଉଛି  |