ସବୁଜ ନରସିଂହପୁର ସବୁଜ ଓଡିଶା
ନରସିଂହପୁର ଅଗ୍ରଣୀ ସେବା ସଂଗଠନ ନରସିଂହପୁର ସେବା ମହୋତ୍ସବ ତରଫରୁ ସବୁଜ ନରସିଂହପୁର ଗଠନ ନିମନ୍ତେ ବିଭିନ୍ନ ଜାଗାରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୟ ଦେବାସହ ବିଭିନ୍ନ ଜାଗାରେ ବୃକ୍ଷ ରୋପଣ ଜାରିରଖିଛି | ଏହି ଅବସରରେ ଆଜି ସ୍ଥାନୀୟ ବିଧାୟକ ଶ୍ରୀ ଯୁକ୍ତ ବିଜୟ କୁମାର ଦଳବେହେରା ସଂଗଠନ ସହ ଯୋଡିହେବା ସହ ନରସିଂହପୁର ସେବା ମହୋତ୍ସବ ର ପ୍ରତୀଷ୍ଟାତା ଶ୍ରୀ ଯୁକ୍ତ ତଥାଗତ ବିଶ୍ଵାଳ ଙ୍କ ସହ ମିଶି ନରସିଂହପୁର ଡାକ୍ତର ଖାନା ପରିସରରେ ବୃକ୍ଷ ରୋପଣ କରିଛନ୍ତି | ତେବେ ଏହି ପରି କାର୍ଯ୍ୟକୁ ନେଇ ବିଧାୟକ ସଙ୍ଗଠନକୁ ପ୍ରଶଂସା କରିଛନ୍ତି |

