Skip to content
nsmodisha
  • Home
  • About Us
  • Contact Us
  • Donate Us
  • News & Events
  • Gallery
Facebook FacebookYouTube YouTube
nsmodisha
Facebook YouTube
  • News & Events

    ସେବା ଦିବାସ 2025

    ByNSM Odisha February 22, 2026February 22, 2026

    ନରସିଂହପୁର ସେବା ମହୋତ୍ସବ ର ସପ୍ତମ ବାର୍ଷିକ ସେବା ଦିବାଶ ପାଳନ କରାଯାଇଥିବାବେଳେ ଅତିଥି ଭାବେ ଡା ତିରୁପତି ପାଣିଗ୍ରାହୀ ,ବିଧାୟକ ଶ୍ରୀଯୁକ୍ତ ବିଜୟ କୁମାର ଦଳବେହେରା , ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରତୀଷ୍ଟାତା ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ , ଶ୍ରୀଯୁକ୍ତ ସେସଦେବ ସ୍ଵାଇଁ , ଡ ଜିତେନ୍ଦ୍ର ହରିପାଲ ପ୍ରଭୃତି ଯୋଗଦାନ କରିବା ସହ ପାଖାପାଖି 520 ଜଣ ଦାରିଦ୍ରର ସୀମାରେଖା ତଳେ ଥିବା ଲୋକଙ୍କୁ ସେବା କିଟି ପ୍ରଦାନ କରାଯାଇଥିଲା | ଓ ଏହି…

    Read More ସେବା ଦିବାସ 2025Continue

  • News & Events

    ସେବା ପାଇଁ ନରସିଂହପୁର ସେବା ମହୋତ୍ସବ ….

    ByNSM Odisha February 14, 2026February 14, 2026

    ଆଜି ନରସିଂହପୁର ସେବା ମହୋତ୍ସଵ ର ଟିମ ମାଳିସାହି, ଦଳିତବସ୍ତି , କଅଁଳପଡା , ବଡଭୂମି ଯାଇ ବିଭିନ୍ନ ଜାଗାରେ ଲୋକମାନଙ୍କ ସହ ମିଶିବା ଓ ତାଙ୍କ ଦୁଖରେ ସାମିଲି ହେବା ସହ ଦାରିଦ୍ରା ର ସୀମାରେଖା ତଳେ ଥିବା କିଛି ମହିଳା , ପୁରୁଷ ମାନଙ୍କୁ କମଳ ବଣ୍ଟନ କରିବା ସହ କିଛି ବ୍ୟକ୍ତିଙ୍କ ଚିକିସ୍ଛା ପାଇଁ ମହୋତ୍ସବ କମିଟି ଦାଇତ୍ୟ ନେଇ ନିଜସ୍ଵ ଖର୍ଚରେ ଭଲ ଡାକ୍ତରଖାନାକୁ ପଠାଇବା ପାଇଁ ବ୍ୟବସ୍ତା କରାଗଲା ଉକ୍ତ…

    Read More ସେବା ପାଇଁ ନରସିଂହପୁର ସେବା ମହୋତ୍ସବ ….Continue

  • News & Events

    ଜଙ୍ଗଲ ଅଧୁସିତ ଅଞ୍ଚଳରେ ସେବା କାର୍ଯ୍ୟ ….

    ByNSM Odisha February 3, 2026February 3, 2026

    ରୁଟିନି କାର୍ଯ୍ୟକ୍ରମ ଆଜି ପାତ୍ରଭାଗ ଗ୍ରାମକୁ ଯାଇ ଦାରିଦ୍ର ତାର ସୀମାରେଖା ତଳେ ଥୁବା କିଛି ବ୍ୟକ୍ତି ଙ୍କୁ ଭେଟି ସେମାନଙ୍କ ଦୁଃଖରେ ସାମିଲି ହେବା ସହ କିଛି ଲୋକଙ୍କୁ ଡାକ୍ତର ଖାନା ନିଜସ୍ୱ ଖର୍ଚ୍ଚ ରେ ପଠାଇ ଚିକିତ୍ସା କରାଇବା ପାଇଁ ପ୍ରତିଶୃତି ଦେଲି ଓ ତା ସହ 5 ଜଣଙ୍କୁ ସେବା କୀଟ ଯଥା ( ଲୁଗା, ଗାମୁଛା, ଚପଲ, କମଳ କିଛି ଅର୍ଥ )ଦେଇ କରି ଫେରିଲି ମୋ ସହ ନରସିଂହପୁର ସେବା…

    Read More ଜଙ୍ଗଲ ଅଧୁସିତ ଅଞ୍ଚଳରେ ସେବା କାର୍ଯ୍ୟ ….Continue

  • News & Events

    ଦୃଗମ ଅଞ୍ଚଳରେ ନରସିଂହପୁର ସେବା ମହୋତ୍ସବ ଟିମି….

    ByNSM Odisha January 4, 2026January 4, 2026

    କଟକ ଜିଲ୍ଲା ନରସିଂହପୁର  ବ୍ଲକ  ପାତ୍ରଭାଗ ଗାଁ ରେ ନରସିଂହପୁର ସେବା ମହୋତ୍ସବ ର  ପ୍ରତିନିଧି ଦଳ ପହଞ୍ଚି ସେବା ଦିବସକୁ ଆଶୀ  କିଛି ନପାଇ ଫେରିଯାଇଥିବା  ଲୋକଙ୍କୁ  ତାଙ୍କର ସେବା କୀଟ ପ୍ରଦାନ କରିବା ସହ  ଅସହାୟ କମଳା ଜାନି ର ବିଷୟରେ ଜାଣିବା ପରେ ତାକୁ ସାହାଯ୍ୟର ହାତ ବଢାଇଛି  ନରସିଂହପୁର ସେବା ମହୋତ୍ସବ   | ଏନେଇ  ତାର ରୋଗନିରାକାରଣ  ପାଇଁ ଖୁବ ଶୀଘ୍ର ତାଙ୍କୁ  ବଡଘରୋଇ ଡାକ୍ତରଖାନାକୁ ନିଆଯାଇ ତାଙ୍କର ସ୍ଵାଥ୍ୟ ପରୀକ୍ଷା…

    Read More ଦୃଗମ ଅଞ୍ଚଳରେ ନରସିଂହପୁର ସେବା ମହୋତ୍ସବ ଟିମି….Continue

  • News & Events

    ସାମାଜିକ ସଂଗଠନ ର ସମାଜ ସେବା ….

    ByNSM Odisha December 10, 2025December 10, 2025

    କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଗ୍ରଣୀ ସେବା ସଂଗଠନ ନରସିଂହପୁର ସେବା ମହୋତ୍ସବ ର ନୂତନ ପ୍ରୟାସ | ବିଭିନ୍ନ ସମୟରେ ଡାକ୍ତର ଖାନା ତଥା ବିଭିନ୍ନ ଅଞ୍ଚଳରେ ଲୋକମାନେ ଆମ୍ବୁଲାନ୍ସ ପାଇଁ ଅସୁବିଧା ର ସମୁଖୀନ ହେଉଥିବା ବେଳେ ନରସିଂହପୁର ସେବା ମହୋତ୍ସବ ତରଫରୁ ଆରମ୍ଭ ହୋଇଛି ଏହି ଆମ୍ବୁଲାନ୍ସ ସେବା ବିଭିନ୍ନ ଅଞ୍ଚଳ ତଥା ଦୂରଦୂରାନ୍ତରୁ ବର୍ଷ ତମାମ ପ୍ରତେକ ସମୟରେ ଲୋକଙ୍କ ସେବାରେ ଲାଗିବ ଏହି ଆମ୍ବୁଲାନ୍ସ ଏନେଇ ସ୍ପଷ୍ଟ କରିଛନ୍ତି ନରସିଂହପୁର…

    Read More ସାମାଜିକ ସଂଗଠନ ର ସମାଜ ସେବା ….Continue

  • News & Events

    ନରସିଂହପୁର ସେବା ମହୋତ୍ସବ ରେ ଆମ୍ବୁଲାନ୍ସ ଯୋଗ ….

    ByNSM Odisha November 24, 2025November 24, 2025

    କଟକ ଜିଲ୍ଲା ନରସିଂହପୁର ରେ ଥିବା ଅଗ୍ରଣୀ ସେବା ସଂଗଠନ ର ଦୀର୍ଘ 11 ବର୍ଷ ର ନିରନ୍ତର ସେବା ରେ ବିଭିନ୍ନ ମହଲରୁ ଶୁଭେସ୍ଛା ର ସୁଅ ଛୁଟିଥିଲା ବେଳେ ପୁଣି ଏକ ନୂଆ ଫର୍ଦ ଯୋଡି ହୋଇଯାଛି | ଚଳିତ ବର୍ଷ ଆଓଜିତ ବାର୍ଷିକ ସେବା ଦିବସରେ ଅତିଥି ଭାବେ ଯୋଗଦାନ କରି ଓଡିଶାର ଆଗଧାଡିର ସମାଜ ସେବି ତଥା ହାଇଟେକ ମେଡିକାଲ ଓ କଲେଜ ର ପ୍ରତୀଷ୍ଟାତା ଶ୍ରୀଯୁକ୍ତ ତିରୁପତି ପାଣିଗ୍ରାହା ଲୋକମାନଙ୍କ…

    Read More ନରସିଂହପୁର ସେବା ମହୋତ୍ସବ ରେ ଆମ୍ବୁଲାନ୍ସ ଯୋଗ ….Continue

  • News & Events

    ନରସିଂହପୁର ସେବା ମହୋତ୍ସବ ର ସପ୍ତମ ବାର୍ଷିକ ସେବା ଦିବସ ୨୦୨୫,,,

    ByNSM Odisha November 20, 2025November 20, 2025

    ଖୁବ ଧୂମ ଧାମରେ ସରିଲା ନରସିଂହପୁର ସେବା ମହୋତ୍ସବ ର ସପ୍ତମ ବାର୍ଷିକ ସେବା ଦିବଶ   | ଅତିଥିଭାବେ ଯୋଗଦାନ କରିଥିଲେ  ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ     ଶ୍ରୀଯୁକ୍ତ ତିରୁପତି ପାଣିଗ୍ରାହୀ  (ପ୍ରତିଷ୍ଟାତା  ହାଇଟେକ ମେଡିକାଲ  ଓ କଲେଜ  ) ସୌମ୍ଯାରଞ୍ଜନ ପଟ୍ଟନାୟକ ( ସମ୍ପାଦକ ସମ୍ବାଦ ଗୃପ )ଶ୍ରୀଯୁକ୍ତ  ବିଜୟ କୁମାର ଦଳବେହେରା  (ବିଧାୟକ ବଡମ୍ବା  ନରସିଂହପୁର  ) ଶ୍ରୀଯୁକ୍ତ   ତଥାଗତ ବିଶ୍ଵାଳ   ( ପ୍ରତୀଷ୍ଟାତା  ନରସିଂହପୁର ସେବା ମହୋତ୍ସବ ) ଶ୍ରୀଯୁକ୍ତ  ସେସଦେବ ସ୍ଵାଇଁ  (ବାରିଷ୍ଟ…

    Read More ନରସିଂହପୁର ସେବା ମହୋତ୍ସବ ର ସପ୍ତମ ବାର୍ଷିକ ସେବା ଦିବସ ୨୦୨୫,,,Continue

  • News & Events

    ନରସିଂହପୁର ସେବା ମହୋତ୍ସବ ର ସେବା ଦିବସ ପାଇଁ ନିମତ୍ରଣ…

    ByNSM Odisha November 4, 2025November 4, 2025

    ଚଳିତ ବର୍ଷ ନଭେମ୍ବର ମାସ ୧୬ ରବିବାର ନରସିଂହପୁର ସେବା ମହୋତ୍ସବ ର ସପ୍ତମ ବାର୍ଷିକ ସେବା ଦିବସ ପାଇଁ ବିଭିନ୍ନ ଅତିଥିଙ୍କୁ ନିମତରଣ କରାଯାଇଛି | ଏହି ଅବସରରେ ଆଜି ଓଡିଶା ସରକାରଙ୍କ ପୂର୍ବତ୍ତନ ସାଂସଦ ପ୍ରସନ୍ନ ପାଟ୍ଟଶାଣି ଙ୍କୁ ସେବା ସଂଗଠନର ପ୍ରତୀଷ୍ଟାତା ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ ବାସଭବନରେ ଭେଟି ନିମତ୍ରଣ ପ୍ରଦାନ କରିବା ସହ କାର୍ଯ୍ୟ କ୍ରମରେ ଯୋଗଦାନ ପାଇଁ ଅନୁରୋଧ କରିଛନ୍ତି |

    Read More ନରସିଂହପୁର ସେବା ମହୋତ୍ସବ ର ସେବା ଦିବସ ପାଇଁ ନିମତ୍ରଣ…Continue

  • News & Events

    ମହାମାରୀ କୀଡୀନ ରୋଗ ନିରାକରଣ ପାଇଁ ନରସିଂହପୁର ସେବା ମହୋତ୍ସବ ର ପ୍ରୟାସ.॥

    ByNSM Odisha November 3, 2025November 3, 2025

    ନରସିଂହପୁର ଅଞ୍ଚଳରେ ମହାମାରି ସାଜିଥିବା କୀଡୀନି ରୋଗ ପାଇଁ ସାରା ଅଞ୍ଚଳ ରେ ଭୟର ବାତ୍ତାବରଣ ସୃଷ୍ଟି | ଏହା ନିରାକରଣ ପାଇଁ ସେପରି କିଛି ପ୍ରତିକାର କାହାମାଧ୍ୟମରେ ଅଦ୍ୟାବଧି କରାଯାଇ ନାହିଁ | ଏହି ଅବସରରେ ଏହାକୁ ଗୁରୁତରଭାବେ ନେବା ସହ ଏହାର ପ୍ରତିକାର ପାଇଁ ନରସିଂହପୁର ସେବା ମହୋତ୍ସବ ସଦାସର୍ବଦା ଚେଷ୍ଟିତ | ଏହି ଅବସରରେ ଆଜି ସଂଗଠନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ତଥାଗତ ବିଶ୍ୱାଳ, ସମ୍ପାଦକ.. ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ସାହୁ, କାର୍ଯ୍ୟକାରୀ ସଭାପତି…

    Read More ମହାମାରୀ କୀଡୀନ ରୋଗ ନିରାକରଣ ପାଇଁ ନରସିଂହପୁର ସେବା ମହୋତ୍ସବ ର ପ୍ରୟାସ.॥Continue

  • News & Events

    ସେବା ପାଇଁ ଆଠଗଡ ରେ ସାଂମ୍ମାନିତ ନରସିଂହପୁର ସେବା ମହୋତ୍ସବ ,,,,

    ByNSM Odisha November 1, 2025November 1, 2025

    କଟକ ଜିଲ୍ଲା ନରସିଂହପୁର ରେ କାର୍ଯ୍ୟରତ ଅଗ୍ରଣୀ ସେବା ସଂଗଠନ ନରସିଂହପୁର ସେବାମହୋତ୍ସବ କୁ ପୁଣି ସେବା ଗୌରବ ସଂମମାନ ପ୍ରଦାନ କରାଯାଇଛି | ଏହି ଅବସରରେ ସଂଗଠନ ପରିଚାଳନା ବୋଡ ର କାର୍ଯ୍ୟ କର୍ତ୍ତା ସନମାନଟିକୁ ଗ୍ରହଣ କରିଛନ୍ତି ଆଓଜନ କରିଥିବା ଆଠଗଡ ମାନଶ ଭାଇଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ଆଗାମୀ ଦିନରେ ସଂଗଠନ ପାଇଁ ପ୍ରେରଣା ର ଉତ୍ସହେବ ବୋଲି ନରସିଂହପୁର ସେବା ମହୋତ୍ସବ ପକ୍ଷରୁ ସୂଚନା ମିଳିଛି |

    Read More ସେବା ପାଇଁ ଆଠଗଡ ରେ ସାଂମ୍ମାନିତ ନରସିଂହପୁର ସେବା ମହୋତ୍ସବ ,,,,Continue

  • News & Events

    ନରସିଂହପୁର ସେବା ମହୋତ୍ସବ ର ନିମତ୍ରଣ ବଣ୍ଟନ..

    ByNSM Odisha November 1, 2025November 1, 2025

    ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ମାସ ୧୬ ରବିବାର ପାଳିତ ହେଉଥିବା ଆମ ନରସିଂହପୁର ସେବା ମହୋତ୍ସବ ର ସେବା ଦିବଶ ପାଇଁ ଆଜି ନରସିଂହପୁର ଅବସରପ୍ରାପ୍ତ ସେନା ଅଧିକାରୀ ଙ୍କୁ ନିମତ୍ରଣ ପ୍ରଦାନ କରାଗଲା | ନିମତ୍ରଣ ପାଇବା ପରେ ସେମାନେ ଖୁଶି ହେବାସହ ସଂପୂର୍ଣ୍ଣ ସହଯୋଗ ଓ ସମସ୍ତେ ଉପସ୍ଥିତ ରହିବା ପାଇଁ ପ୍ରତିଶୃତି ଦେବା ସହ ଆମ ସେବା ସଂଗଠନ ର ପ୍ରତିଷ୍ଟାତା ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ ଙ୍କୁ ଫୁଲ…

    Read More ନରସିଂହପୁର ସେବା ମହୋତ୍ସବ ର ନିମତ୍ରଣ ବଣ୍ଟନ..Continue

  • News & Events

    ସେବା ଦିବସ ପାଇଁ ନିମତ୍ରଣ ବଣ୍ଟନ

    ByNSM Odisha October 30, 2025October 30, 2025

    ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ମାସ ୧୬ ତାରିଖ ରବିବାର ଦିନ ଅଗ୍ରଣୀ ସେବା ସଂଗଠନ ନରସିଂହପୁର ସେବା ମହୋତ୍ସବ ତରଫରୁ ନରସିଂହପୁର ସ୍ଥିତ କ୍ଲବ ପଡିଆ ଓ ବାଖ୍ୟାନକେନ୍ଦ୍ର ଠାରେ ତାରମେଗା ସେବା ଦିବାଶ ପାଳନ କରିବାକୁ ଯାଉଛି | ଏହି ଅବସରରେ ସଂଗଠନ ତରଫରୁ ଏହି ସେବା କାର୍ଯ୍ୟ କୁ ସରସ ସୁନ୍ଦର କରିବା ପାଇ ବିଭିନ୍ନ ଲୋକମାନଙ୍କୁ ଯୋଗଦେବା ପାଇଁ ନିମତ୍ରିତ କରାଯାଇଛି | ଏହି ଅବସରରେ ଆଜି ସେବା…

    Read More ସେବା ଦିବସ ପାଇଁ ନିମତ୍ରଣ ବଣ୍ଟନContinue

Page navigation

1 2 Next PageNext

Regd No- 452300594

NSM Odisha Is A Not-for-Profit Organisation in Odisha

  • Home
  • About Us
  • Contact Us
  • Donate Us
  • Gallery
  • News & Events

© 2026 NSM Odisha. All Rights Reserved

Designed by: KC DIGITAL

  • Home
  • About Us
  • Contact Us
  • Donate Us
  • News & Events
  • Gallery