• ସେବା ପାଇଁ ନରସିଂହପୁର ସେବା ମହୋତ୍ସବ କୁ ସନ୍ନମାନ …

    କଟକ ଜିଲ୍ଲା ନରସିଂହପୁର ର ଅଗ୍ରଣୀ ସେବା ସଙ୍ଗଠନକୁ ଭୁବନେଶ୍ବର ସ୍ଥିତ ପି .ଏନ ଫାଉଣ୍ଡେସନ ତରଫରୁ ସେବାବୀର ସନ୍ନମାନ ପ୍ରଦାନ କରିଛନ୍ତି | ଉକ୍ତ କାର୍ଯ୍ୟକ୍ରମରେ ନରସିଂହପୁର ସେବା ମହୋତ୍ସବ ର ପ୍ରତିଷ୍ଟାତା ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ ସମ୍ପାଦକ ॥ ସ୍ମୃତିରଞ୍ଜନ ସାହୁ ଓ କାର୍ଯ୍ୟ କାରୀ ସଭାପତି ଜିତେନ୍ଦ୍ର କୁମାର ରାଉତ ଉପସ୍ଥିତ ରହି ସନ୍ନମାନ କୁ ଗ୍ରହଣ କରିବା ସହ ସେବାର ଆଭିମୁଖ୍ଯ ଉପରେ ସମେକ ଅଭିଭାଷଣ ରଖିଛନ୍ତି |ତେବେ ଏହି ସନ୍ନମାନ…

  • ସବୁଜ ନରସିଂହପୁର ସବୁଜ ଓଡିଶା

    ନରସିଂହପୁର ଅଗ୍ରଣୀ ସେବା ସଂଗଠନ ନରସିଂହପୁର ସେବା ମହୋତ୍ସବ ତରଫରୁ ସବୁଜ ନରସିଂହପୁର ଗଠନ ନିମନ୍ତେ ବିଭିନ୍ନ ଜାଗାରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୟ ଦେବାସହ ବିଭିନ୍ନ ଜାଗାରେ ବୃକ୍ଷ ରୋପଣ ଜାରିରଖିଛି | ଏହି ଅବସରରେ ଆଜି ସ୍ଥାନୀୟ ବିଧାୟକ ଶ୍ରୀ ଯୁକ୍ତ ବିଜୟ କୁମାର ଦଳବେହେରା ସଂଗଠନ ସହ ଯୋଡିହେବା ସହ ନରସିଂହପୁର ସେବା ମହୋତ୍ସବ ର ପ୍ରତୀଷ୍ଟାତା ଶ୍ରୀ ଯୁକ୍ତ ତଥାଗତ ବିଶ୍ଵାଳ ଙ୍କ ସହ ମିଶି ନରସିଂହପୁର ଡାକ୍ତର ଖାନା ପରିସରରେ…

  • ସବୁଜ ଓଡିଶା ସବୁଜ ନରସିଂହପୁର

    କଟକ ଜିଲ୍ଲା ନରସିଂହପୁର ଅଗ୍ରଣୀ ସେବା ସଂଗଠନ ନରସିଂହପୁର ସେବା ମହୋତ୍ସବ ତରଫରୁ ବିଭିନ୍ନ ଜାଗାରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ସବୁଜ ନରସିଂହପୁର ଉଦ୍ୟଶରେ ବୃକ୍ଷ ରୋପଣ କରିବା ଅବସରରେ ଆଜି କାନପୁର ରେ ଡାକ୍ତର ଜିତା ମିତ୍ରା ଶେଠୀ ଙ୍କୁ ନେଇ ଡାକ୍ତରଖାନା ପରିସର ତଥା ଅନ୍ୟ କିଛି ଜାଗାରେ ବିଭିନ୍ନ ଔସଧୀୟ ବୃକ୍ଷ ରୋପଣ କରାଯିବା ସହ ତାର ରକ୍ଷଣା ବେକ୍ଷଣ ପାଇଁ ଆଲୋଚନା କରାଗଲା | ଏହି ମହତ କାର୍ଯ୍ୟରେ ଯୋଗଦାନ…

  • ସବୁଜ ଓଡିଶା ସବୁଜ ନରସିଂହପୁର

    କଟକ ଜିଲ୍ଲା ନରସିଂହପୁର ଅଗ୍ରଣୀ ସେବା ସଂଗଠନ ନରସିଂହପୁର ସେବା ମହୋତ୍ସବ ତରଫରୁ ବିଭିନ୍ନ ଜାଗାରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ସବୁଜ ନରସିଂହପୁର ଉଦ୍ୟଶରେ ବୃକ୍ଷ ରୋପଣ କରିବା ଅବସରରେ ଆଜି କାନପୁର ରେ ଡାକ୍ତର ଜିତା ମିତ୍ରା ଶେଠୀ ଙ୍କୁ ନେଇ ଡାକ୍ତରଖାନା ପରିସର ତଥା ଅନ୍ୟ କିଛି ଜାଗାରେ ବିଭିନ୍ନ ଔସଧୀୟ ବୃକ୍ଷ ରୋପଣ କରାଯିବା ସହ ତାର ରକ୍ଷଣା ବେକ୍ଷଣ ପାଇଁ ଆଲୋଚନା କରାଗଲା | ଏହି ମହତ କାର୍ଯ୍ୟରେ ଯୋଗଦାନ…

  • ମହାମାରୀ କିଡିନ ରୋଗର ନିରାକରଣ ପାଇଁ ପ୍ରୟାଶ ….

    କଟକ ଜିଲ୍ଲା ନରସିଂହପୁର ବ୍ଲକରେ ଦୀର୍ଘବର୍ଷ ଧରି ଜୀବନ ନେଉଥିବା ଘାତକ ମହାମାରୀ କିଡିନି ରୋଗର ନିରାକରଣ ପାଇଁ ସରକାରୀ ସ୍ତରରେ ସେପରିକିଛି ପଦକ୍ଷେପ ନିଆଯାଇନଥିଲା ବେଳେ ସାମାଜିକ ସେବା ସଂଗଠନ ନରସିଂହପୁର ସେବା ମହୋତ୍ସବ ତରଫରୁ ବିଭିନ୍ନ ସମୟରେ ପ୍ରୟାସ ଜାରି ରହିଛି | ଏହି ଅବସରରେ ହାଇଟେକ ଡାକ୍ତର ଖାନାର ପ୍ରତୀଷ୍ଟାତା ଶ୍ରୀଯୁକ୍ତ ତିରୁପତି ପାଣିଗ୍ରାହୀ ଙ୍କ ସହ ଯୋଗାଯୋଗ କରିବା ସହ ଅନୁରୋଧ ରଖିବା ପରେ ଏହାର ନିରାକରଣ ପାଇଁ ଦୁଇ ଜଣିଆ…

  • ପରିବେଶ ପାଇଁ ଗଛ ଟିଏ |

    ନରସିଂହପୁର ସେବା ସଂଗଠନ ନରସିଂହପୁର ସେବା ମହୀସ୍ତବ ତରଫରୁ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯାହା ବିଭିନ୍ନ ଜାଗାରେ ଔଷଧି ବୃକ୍ଷ ରୋପଣ କରାଯିବ | ଆସନ୍ତୁ ଆମେ ମିଳି ମିଶି ଏହି କାର୍ଯ୍ୟକ୍ରମକୁ ସଫଳ କରିବା |

  • ସେବା ପାଇଁ ସେବା ସଂଗଠନ ନରସିଂହପୁର ସେବା ମହୋସ୍ତବ

    ଅଗ୍ରଣୀ ସେବା ସଂଗଠନ ନରସିଂହପୁର ସେବା ମହୋସ୍ତବ ତରଫରୁ ନରସିଂହପୁର ସ୍ଥିତ ଦଳିତ ବସ୍ତିକୁ ଯାଇ ସନ୍ଧ୍ୟା ରାଣୀଙ୍କ ଘରେ ପହଞ୍ଚି ଦୁଖରେ ସହଭାଗିତା ପାଇଁ ପ୍ରତିଶ୍ରୁତି ଦେବା ପରେ ପରବର୍ତ୍ତୀ କାର୍ଯ୍ୟ ଗ୍ରହଣ କରାଯାଇଛି | ପ୍ରାରମ୍ଭିକ ଭାବେ ତାର ପ୍ରତିପୋଷଣ ପାଇଁ ଏକ ଚା ଦୋକାନ ପାଇଁ ସମସ୍ତ ଉପକରଣ ସହ କିଛି ଅର୍ଥ ରାଶି ନିଜେ ନରସିଂହପୁର ସେବା ମହୋସ୍ତବ ଓ ଯୁବ ସମାଜସେବୀ ପ୍ରଭୂଦତ୍ତ ଧଳ ଙ୍କ ମିଳିତ ଉଦ୍ୟମରେ ଯୋଗାଇ…

  • ନରସିଂହପୁରରେ ସେବା ଦିବସ ୨୦୨୫

    ନରସିଂହପୁର ସେବା ମହୋତ୍ସବ ଦୀର୍ଘ ୧୧ ବର୍ଷ ଧରି ଆମ ଅଞ୍ଚଳ ସହିତ ଅନେକାଂଶ ରେ ସେବା ଯୋଗାଇ ଆସୁଛି । ସମସ୍ତ ବର୍ଗ ର ଲୋକ ଏହି ସେବା ପାଇ ଆସୁଛନ୍ତି । ଏଥିରେ ବିଭିନ୍ନ ସମୟ ରେ ନିମ୍ନ ତଥ୍ୟ ଅନୁଯାୟୀ ସେବା ଯୋଗାଇ ଆସୁଛି । ୧- ଗରିବ ଅସହାୟ ପିଲାଙ୍କୁ ପାଠ ପଢ଼ାଇବା ସାହାର୍ଯ୍ୟ କରିବା୨- ଗରିବ ଅସହାୟ ନିଷ୍ପେସିତ ଲୋକଙ୍କୁ ସହାୟତା କରିବା୩- ଅଗ୍ନି ରେ ଭସ୍ମୀଭୂତ ପରିବାର ସାହାର୍ଯ୍ୟ…