ସେବା ପାଇଁ ନରସିଂହପୁର ସେବା ମହୋତ୍ସବ କୁ ସନ୍ନମାନ …

କଟକ ଜିଲ୍ଲା ନରସିଂହପୁର ର ଅଗ୍ରଣୀ ସେବା ସଙ୍ଗଠନକୁ ଭୁବନେଶ୍ବର ସ୍ଥିତ ପି .ଏନ ଫାଉଣ୍ଡେସନ ତରଫରୁ ସେବାବୀର ସନ୍ନମାନ ପ୍ରଦାନ କରିଛନ୍ତି | ଉକ୍ତ କାର୍ଯ୍ୟକ୍ରମରେ ନରସିଂହପୁର ସେବା ମହୋତ୍ସବ ର ପ୍ରତିଷ୍ଟାତା ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ ସମ୍ପାଦକ ॥ ସ୍ମୃତିରଞ୍ଜନ ସାହୁ ଓ କାର୍ଯ୍ୟ କାରୀ ସଭାପତି ଜିତେନ୍ଦ୍ର କୁମାର ରାଉତ ଉପସ୍ଥିତ ରହି ସନ୍ନମାନ କୁ ଗ୍ରହଣ କରିବା ସହ ସେବାର ଆଭିମୁଖ୍ଯ ଉପରେ ସମେକ ଅଭିଭାଷଣ ରଖିଛନ୍ତି |ତେବେ ଏହି ସନ୍ନମାନ ଆଗାମୀ ଦିନରେ ସଙ୍ଗଠନକୁ ବିଭିନ୍ନ କାର୍ଯ୍ୟ କ୍ରମକୁ ଆଗରୁ ଆଗକୁ ନେବ ଓ ନରସିଂହପୁର ସେବା ମହୋତ୍ସବ ର ସମସ୍ତ ସଦସ୍ୟ ଙ୍କ ମନବଳ ବଢାଇବା ବୋଲି କାର୍ଯ୍ୟ କାରୀ ସଭାପତି ଶ୍ରୀ ରାଉତ କହିଛନ୍ତି |

oplus_0