ସେବା ଦିବସ ପାଇଁ ନିମତ୍ରଣ ବଣ୍ଟନ

ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ମାସ ୧୬ ତାରିଖ ରବିବାର ଦିନ ଅଗ୍ରଣୀ ସେବା ସଂଗଠନ ନରସିଂହପୁର ସେବା ମହୋତ୍ସବ ତରଫରୁ ନରସିଂହପୁର ସ୍ଥିତ କ୍ଲବ ପଡିଆ ଓ ବାଖ୍ୟାନକେନ୍ଦ୍ର ଠାରେ ତାରମେଗା ସେବା ଦିବାଶ ପାଳନ କରିବାକୁ ଯାଉଛି | ଏହି ଅବସରରେ ସଂଗଠନ ତରଫରୁ ଏହି ସେବା କାର୍ଯ୍ୟ କୁ ସରସ ସୁନ୍ଦର କରିବା ପାଇ ବିଭିନ୍ନ ଲୋକମାନଙ୍କୁ ଯୋଗଦେବା ପାଇଁ ନିମତ୍ରିତ କରାଯାଇଛି | ଏହି ଅବସରରେ ଆଜି ସେବା ସଂଗଠନର ପ୍ରତୀଷ୍ଟାତା ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ ଓଡିଶାର ସୁନାମଧନ୍ଯ ପଦ୍ମଶ୍ରୀ ଡ ତୁଳଷୀ ମୁଣ୍ଡାଙ୍କୁ କାର୍ଯ୍ୟ କ୍ରମରେ ଯୋଗଦାନ ନିମନ୍ତେ ନିମତ୍ରଣ ପ୍ରଦାନ କରିବା ସହ ସଂଗଠନ ବିଷୟରେ ଆଲୋଚନା କରିଛନ୍ତି |