ସେବା ପାଇଁ ନରସିଂହପୁର ସେବା ମହୋତ୍ସବ ….
ଆଜି ନରସିଂହପୁର ସେବା ମହୋତ୍ସଵ ର ଟିମ ମାଳିସାହି, ଦଳିତବସ୍ତି , କଅଁଳପଡା , ବଡଭୂମି ଯାଇ ବିଭିନ୍ନ ଜାଗାରେ ଲୋକମାନଙ୍କ ସହ ମିଶିବା ଓ ତାଙ୍କ ଦୁଖରେ ସାମିଲି ହେବା ସହ ଦାରିଦ୍ରା ର ସୀମାରେଖା ତଳେ ଥିବା କିଛି ମହିଳା , ପୁରୁଷ ମାନଙ୍କୁ କମଳ ବଣ୍ଟନ କରିବା ସହ କିଛି ବ୍ୟକ୍ତିଙ୍କ ଚିକିସ୍ଛା ପାଇଁ ମହୋତ୍ସବ କମିଟି ଦାଇତ୍ୟ ନେଇ ନିଜସ୍ଵ ଖର୍ଚରେ ଭଲ ଡାକ୍ତରଖାନାକୁ ପଠାଇବା ପାଇଁ ବ୍ୟବସ୍ତା କରାଗଲା ଉକ୍ତ ଅବସରରେ ସଂଗଠନ ର ପ୍ରତୀଷ୍ଟାତା ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ , କୋଡିନେଟର ଶ୍ରୀମତୀ ଦିଲେଶ୍ଵରୀ ସାହୁ , ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରକାଶ ପଣ୍ଡା , ଶ୍ରୀଯୁକ୍ତ ମୀନକେତନ ଖିଲାର ପ୍ରଭୃତି ଉପସ୍ଥିତ ଥିଲେ |

