ନରସିଂହପୁର ସେବା ମହୋତ୍ସବ ର ନିମତ୍ରଣ ବଣ୍ଟନ..

ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ମାସ ୧୬ ରବିବାର ପାଳିତ ହେଉଥିବା ଆମ ନରସିଂହପୁର ସେବା ମହୋତ୍ସବ ର ସେବା ଦିବଶ ପାଇଁ ଆଜି ନରସିଂହପୁର ଅବସରପ୍ରାପ୍ତ ସେନା ଅଧିକାରୀ ଙ୍କୁ ନିମତ୍ରଣ ପ୍ରଦାନ କରାଗଲା | ନିମତ୍ରଣ ପାଇବା ପରେ ସେମାନେ ଖୁଶି ହେବାସହ ସଂପୂର୍ଣ୍ଣ ସହଯୋଗ ଓ ସମସ୍ତେ ଉପସ୍ଥିତ ରହିବା ପାଇଁ ପ୍ରତିଶୃତି ଦେବା ସହ ଆମ ସେବା ସଂଗଠନ ର ପ୍ରତିଷ୍ଟାତା ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ ଙ୍କୁ ଫୁଲ ତୋଡା ଉତ୍ତରୀୟ ଦେଇ ଏହି ପରି ସେବା କାର୍ଯ୍ୟ ପାଇଁ ସମ୍ଭର୍ଦ୍ଧିତ କରିଥିଲେ | ଏହିପରି ସଂମମାନ ଆଗାମୀ ଦିନରେ ଆମ ସଂଗଠନ କୁ ଲୋକାଭିମୁଖୀ କରିବା ବୋଲି ପ୍ରତୀଷ୍ଟାତା କହିଛନ୍ତି |