ଦୃଗମ ଅଞ୍ଚଳରେ ନରସିଂହପୁର ସେବା ମହୋତ୍ସବ ଟିମି….
କଟକ ଜିଲ୍ଲା ନରସିଂହପୁର ବ୍ଲକ ପାତ୍ରଭାଗ ଗାଁ ରେ ନରସିଂହପୁର ସେବା ମହୋତ୍ସବ ର ପ୍ରତିନିଧି ଦଳ ପହଞ୍ଚି ସେବା ଦିବସକୁ ଆଶୀ କିଛି ନପାଇ ଫେରିଯାଇଥିବା ଲୋକଙ୍କୁ ତାଙ୍କର ସେବା କୀଟ ପ୍ରଦାନ କରିବା ସହ ଅସହାୟ କମଳା ଜାନି ର ବିଷୟରେ ଜାଣିବା ପରେ ତାକୁ ସାହାଯ୍ୟର ହାତ ବଢାଇଛି ନରସିଂହପୁର ସେବା ମହୋତ୍ସବ | ଏନେଇ ତାର ରୋଗନିରାକାରଣ ପାଇଁ ଖୁବ ଶୀଘ୍ର ତାଙ୍କୁ ବଡଘରୋଇ ଡାକ୍ତରଖାନାକୁ ନିଆଯାଇ ତାଙ୍କର ସ୍ଵାଥ୍ୟ ପରୀକ୍ଷା କରାଯିବାସହ ଚିକିସ୍ଛା କରାଯିବବୋଲି ପ୍ରତିଶ୍ରୁତି ଦେଇଛନ୍ତି | ପ୍ରତୀଷ୍ଟାତା ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ ତେବେ ଦୀର୍ଘ ଦିନଧରୀ କମଳା ଜାନିକୁ ଦେଖାଯାଉନଥିବାବେଳେ ବିହିନ୍ନ ରୋଗ ଯୋଗୁ ଅସହାୟ ହୋଇପଡିଥିଲେ….

