ସାମାଜିକ ସଂଗଠନ ର ସମାଜ ସେବା ….
କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଗ୍ରଣୀ ସେବା ସଂଗଠନ ନରସିଂହପୁର ସେବା ମହୋତ୍ସବ ର ନୂତନ ପ୍ରୟାସ | ବିଭିନ୍ନ ସମୟରେ ଡାକ୍ତର ଖାନା ତଥା ବିଭିନ୍ନ ଅଞ୍ଚଳରେ ଲୋକମାନେ ଆମ୍ବୁଲାନ୍ସ ପାଇଁ ଅସୁବିଧା ର ସମୁଖୀନ ହେଉଥିବା ବେଳେ ନରସିଂହପୁର ସେବା ମହୋତ୍ସବ ତରଫରୁ ଆରମ୍ଭ ହୋଇଛି ଏହି ଆମ୍ବୁଲାନ୍ସ ସେବା ବିଭିନ୍ନ ଅଞ୍ଚଳ ତଥା ଦୂରଦୂରାନ୍ତରୁ ବର୍ଷ ତମାମ ପ୍ରତେକ ସମୟରେ ଲୋକଙ୍କ ସେବାରେ ଲାଗିବ ଏହି ଆମ୍ବୁଲାନ୍ସ ଏନେଇ ସ୍ପଷ୍ଟ କରିଛନ୍ତି ନରସିଂହପୁର ସେବା ମହୋତ୍ସବ ର ପ୍ରତୀଷ୍ଟାତା ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ ଓ ଏହାସହ ଉପରୋକ୍ତ ନମ୍ବରରେ ଯୋଗାଯୋଗ କରାଯାଇପାରିବ ବୋଲି ନରସିଂହପୁର ସେବା ମହୋତ୍ସବ କମିଟି ତରଫରୁ ପ୍ରକାଶ କରାଯାଇଛି |
କାର୍ଯ୍ୟଳୟ – ୯୪୩୭୦୫୧୮୬୯ ( 9437051869 )
ଆମ୍ବୁଲାନ୍ସ- ୯୯୩୭୩୨୯୪୨୯ ( 9937329429 )
ତଥାଗତ ବିଶ୍ଵାଳ –୯୯୩୭୦୬୯୭୩୧ ( 9937069731 )

