ସେବା ପାଇଁ ଆଠଗଡ ରେ ସାଂମ୍ମାନିତ ନରସିଂହପୁର ସେବା ମହୋତ୍ସବ ,,,,

କଟକ ଜିଲ୍ଲା ନରସିଂହପୁର ରେ କାର୍ଯ୍ୟରତ ଅଗ୍ରଣୀ ସେବା ସଂଗଠନ ନରସିଂହପୁର ସେବାମହୋତ୍ସବ କୁ ପୁଣି ସେବା ଗୌରବ ସଂମମାନ ପ୍ରଦାନ କରାଯାଇଛି | ଏହି ଅବସରରେ ସଂଗଠନ ପରିଚାଳନା ବୋଡ ର କାର୍ଯ୍ୟ କର୍ତ୍ତା ସନମାନଟିକୁ ଗ୍ରହଣ କରିଛନ୍ତି ଆଓଜନ କରିଥିବା ଆଠଗଡ ମାନଶ ଭାଇଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ଆଗାମୀ ଦିନରେ ସଂଗଠନ ପାଇଁ ପ୍ରେରଣା ର ଉତ୍ସହେବ ବୋଲି ନରସିଂହପୁର ସେବା ମହୋତ୍ସବ ପକ୍ଷରୁ ସୂଚନା ମିଳିଛି |