ନରସିଂହପୁର ସେବା ମହୋତ୍ସବ ର ସେବା ଦିବସ ପାଇଁ ନିମତ୍ରଣ…
ଚଳିତ ବର୍ଷ ନଭେମ୍ବର ମାସ ୧୬ ରବିବାର ନରସିଂହପୁର ସେବା ମହୋତ୍ସବ ର ସପ୍ତମ ବାର୍ଷିକ ସେବା ଦିବସ ପାଇଁ ବିଭିନ୍ନ ଅତିଥିଙ୍କୁ ନିମତରଣ କରାଯାଇଛି | ଏହି ଅବସରରେ ଆଜି ଓଡିଶା ସରକାରଙ୍କ ପୂର୍ବତ୍ତନ ସାଂସଦ ପ୍ରସନ୍ନ ପାଟ୍ଟଶାଣି ଙ୍କୁ ସେବା ସଂଗଠନର ପ୍ରତୀଷ୍ଟାତା ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ ବାସଭବନରେ ଭେଟି ନିମତ୍ରଣ ପ୍ରଦାନ କରିବା ସହ କାର୍ଯ୍ୟ କ୍ରମରେ ଯୋଗଦାନ ପାଇଁ ଅନୁରୋଧ କରିଛନ୍ତି |

