ଦୃଗମ ଅଞ୍ଚଳରେ ନରସିଂହପୁର ସେବା ମହୋତ୍ସବ ଟିମି….

କଟକ ଜିଲ୍ଲା ନରସିଂହପୁର  ବ୍ଲକ  ପାତ୍ରଭାଗ ଗାଁ ରେ ନରସିଂହପୁର ସେବା ମହୋତ୍ସବ ର  ପ୍ରତିନିଧି ଦଳ ପହଞ୍ଚି ସେବା ଦିବସକୁ ଆଶୀ  କିଛି ନପାଇ ଫେରିଯାଇଥିବା  ଲୋକଙ୍କୁ  ତାଙ୍କର ସେବା କୀଟ ପ୍ରଦାନ କରିବା ସହ  ଅସହାୟ କମଳା ଜାନି ର ବିଷୟରେ ଜାଣିବା ପରେ ତାକୁ ସାହାଯ୍ୟର ହାତ ବଢାଇଛି  ନରସିଂହପୁର ସେବା ମହୋତ୍ସବ   | ଏନେଇ  ତାର ରୋଗନିରାକାରଣ  ପାଇଁ ଖୁବ ଶୀଘ୍ର ତାଙ୍କୁ  ବଡଘରୋଇ ଡାକ୍ତରଖାନାକୁ ନିଆଯାଇ ତାଙ୍କର ସ୍ଵାଥ୍ୟ ପରୀକ୍ଷା କରାଯିବାସହ ଚିକିସ୍ଛା କରାଯିବବୋଲି  ପ୍ରତିଶ୍ରୁତି ଦେଇଛନ୍ତି |  ପ୍ରତୀଷ୍ଟାତା ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ  ତେବେ ଦୀର୍ଘ ଦିନଧରୀ କମଳା ଜାନିକୁ  ଦେଖାଯାଉନଥିବାବେଳେ ବିହିନ୍ନ ରୋଗ ଯୋଗୁ ଅସହାୟ  ହୋଇପଡିଥିଲେ….