ଜଙ୍ଗଲ ଅଧୁସିତ ଅଞ୍ଚଳରେ ସେବା କାର୍ଯ୍ୟ ….

ରୁଟିନି କାର୍ଯ୍ୟକ୍ରମ ଆଜି ପାତ୍ରଭାଗ ଗ୍ରାମକୁ ଯାଇ ଦାରିଦ୍ର ତାର ସୀମାରେଖା ତଳେ ଥୁବା କିଛି ବ୍ୟକ୍ତି ଙ୍କୁ ଭେଟି ସେମାନଙ୍କ ଦୁଃଖରେ ସାମିଲି ହେବା ସହ କିଛି ଲୋକଙ୍କୁ ଡାକ୍ତର ଖାନା ନିଜସ୍ୱ ଖର୍ଚ୍ଚ ରେ ପଠାଇ ଚିକିତ୍ସା କରାଇବା ପାଇଁ ପ୍ରତିଶୃତି ଦେଲି ଓ ତା ସହ 5 ଜଣଙ୍କୁ ସେବା କୀଟ ଯଥା ( ଲୁଗା, ଗାମୁଛା, ଚପଲ, କମଳ କିଛି ଅର୍ଥ )ଦେଇ କରି ଫେରିଲି ମୋ ସହ ନରସିଂହପୁର ସେବା ମହୋତ୍ସବ ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଣ୍ଡା, ସଭ୍ୟା ରାଜଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ…..